ବୋଲେରୋ ପ୍ଲସ୍ ୯-ସିଟର ଗାଡ଼ି ଲିଜ୍ / ମାସିକ ଭଡ଼ାରେ ଆବଶ୍ୟକ
59 days old.
Make Mahindra
Model Bolero
Kms 1000
Price ₹ 25,000
Fuel Type Diesel
City Saheed Nagar, Bhubaneshwar
Condition Used
ଆମକୁ Mahindra Bolero Plus 9-Seater ଗାଡ଼ି ମାସିକ ଲିଜ୍ / ଭଡ଼ା ଆଧାରରେ ଆବଶ୍ୟକ। - ଗାଡ଼ି: Mahindra Bolero Plus - ସିଟ୍: ୯-ସିଟର - ମଡେଲ୍: କେବଳ ୨୦୧୮ ରୁ ୨୦୨୦ ମଧ୍ୟରେ - ଚୁକ୍ତି ଅବଧି: ୨ ବର୍ଷ - ମାସିକ ଭଡ଼ା: ₹୨୦,୦୦୦ ରୁ ₹୨୫,୦୦୦, ଗାଡ଼ିର condition ଅନୁଯାୟୀ - ଅଗ୍ରିମ: ୧ ମାସର ଅଗ୍ରିମ - ଡିଜେଲ୍: କମ୍ପାନୀ ପକ୍ଷରୁ - ️ ଡ୍ରାଇଭର: କମ୍ପାନୀ ପକ୍ଷରୁ - Maintenance: କମ୍ପାନୀ ପକ୍ଷରୁ - ️ ମାସିକ Running: ପ୍ରାୟ ୩,୦୦୦ KM - Agreement: କମ୍ପାନୀ ସହିତ ସିଧାସଳଖ Agreement ହେବ - ଆବଶ୍ୟକତା: ଦୀର୍ଘକାଳୀନ ଏବଂ ନିୟମିତ - ୨ ବର୍ଷ ପାଇଁ ଯେଉଁ ଗାଡ଼ି ମାଲିକଙ୍କ ପାଖରେ ୨୦୧୮, ୨୦୧୯ କିମ୍ବା ୨୦୨୦ ମଡେଲ୍ Mahindra Bolero Plus 9-Seater ଅଛି ଏବଂ ୨ ବର୍ଷ ପାଇଁ କମ୍ପାନୀ ସହିତ ସିଧାସଳଖ Agreement କରିବାକୁ ଆଗ୍ରହୀ, ସେମାନେ ଯୋଗାଯୋଗ କରନ୍ତୁ। ଆଗ୍ରହୀ ଗାଡ଼ି ମାଲିକମାନେ ନିଜର Mobile Number ମୋତେ ପଠାଇପାରିବେ। ️ କେବଳ ୨୦୧୮ ରୁ ୨୦୨୦ ମଡେଲ୍ ଗାଡ଼ିକୁ ବିଚାର କରାଯିବ।
Analyzing this listing for you...
Certified Yes
Rs. 30000 Toyota Innova Hycross Saheed Nagar, Bhubaneshwar 2026 kms
Rs. 25000 Mahindra Bolero Saheed Nagar, Bhubaneshwar 1000 kms
Rs. 40000 Toyota Innova Saheed Nagar, Bhubaneshwar 200000 kms