ବୋଲେରୋ ପ୍ଲସ୍ ୯-ସିଟର ଗାଡ଼ି ଲିଜ୍ / ମାସିକ ଭଡ଼ାରେ ଆବଶ୍ୟକ
2 days old.
Make Mahindra
Model Bolero
Kms 1000
Price ₹ 25,000
Fuel Type Diesel
City Saheed Nagar, Bhubaneshwar
Condition Used
ଆମକୁ Mahindra Bolero Plus 9-Seater ଗାଡ଼ି ମାସିକ ଲିଜ୍ / ଭଡ଼ା ଆଧାରରେ ଆବଶ୍ୟକ। - ଗାଡ଼ି: Mahindra Bolero Plus - ସିଟ୍: ୯-ସିଟର - ମଡେଲ୍: କେବଳ ୨୦୧୮ ରୁ ୨୦୨୦ ମଧ୍ୟରେ - ଚୁକ୍ତି ଅବଧି: ୨ ବର୍ଷ - ମାସିକ ଭଡ଼ା: ₹୨୦,୦୦୦ ରୁ ₹୨୫,୦୦୦, ଗାଡ଼ିର condition ଅନୁଯାୟୀ - ଅଗ୍ରିମ: ୧ ମାସର ଅଗ୍ରିମ - ଡିଜେଲ୍: କମ୍ପାନୀ ପକ୍ଷରୁ - ️ ଡ୍ରାଇଭର: କମ୍ପାନୀ ପକ୍ଷରୁ - Maintenance: କମ୍ପାନୀ ପକ୍ଷରୁ - ️ ମାସିକ Running: ପ୍ରାୟ ୩,୦୦୦ KM - Agreement: କମ୍ପାନୀ ସହିତ ସିଧାସଳଖ Agreement ହେବ - ଆବଶ୍ୟକତା: ଦୀର୍ଘକାଳୀନ ଏବଂ ନିୟମିତ - ୨ ବର୍ଷ ପାଇଁ ଯେଉଁ ଗାଡ଼ି ମାଲିକଙ୍କ ପାଖରେ ୨୦୧୮, ୨୦୧୯ କିମ୍ବା ୨୦୨୦ ମଡେଲ୍ Mahindra Bolero Plus 9-Seater ଅଛି ଏବଂ ୨ ବର୍ଷ ପାଇଁ କମ୍ପାନୀ ସହିତ ସିଧାସଳଖ Agreement କରିବାକୁ ଆଗ୍ରହୀ, ସେମାନେ ଯୋଗାଯୋଗ କରନ୍ତୁ। ଆଗ୍ରହୀ ଗାଡ଼ି ମାଲିକମାନେ ନିଜର Mobile Number ମୋତେ ପଠାଇପାରିବେ। ️ କେବଳ ୨୦୧୮ ରୁ ୨୦୨୦ ମଡେଲ୍ ଗାଡ଼ିକୁ ବିଚାର କରାଯିବ।
Analyzing this listing for you...
Certified Yes
Rs. 215000 Maruti Suzuki Swift-Dzire Saheed Nagar, Bhubaneshwar 145000 kms
Rs. 165000 Chevrolet Beat Saheed Nagar, Bhubaneshwar 48000 kms
Rs. 220000 Honda Amaze Saheed Nagar, Bhubaneshwar 85000 kms
Rs. 220000 Toyota Innova Saheed Nagar, Bhubaneshwar 175658 kms
Rs. 220000 Toyota Innova Saheed Nagar, Bhubaneshwar 175000 kms
Rs. 175000 Hyundai Eon Saheed Nagar, Bhubaneshwar 82000 kms
Rs. 85000 Maruti Suzuki Alto Saheed Nagar, Bhubaneshwar 177800 kms
Rs. 85000 Tata Indica V2 Saheed Nagar, Bhubaneshwar 95000 kms
Rs. 200000 Maruti Suzuki Wagon-R Saheed Nagar, Bhubaneshwar 55000 kms
Rs. 170000 Chevrolet Sail Saheed Nagar, Bhubaneshwar 54000 kms